bamalone brahmapur anthem - 760001 şarkı sözleri

Check, check, mic check Bole Han Azaad with Bamalone (hahaha) ମୁଁ Rhyme କରିବି ଯେତେ ମୋର Shine କରିବ ସହର ସେତେ ଥର ଆସ ଥରେ ବୁଲି ଯିବ ମୋର ବ୍ରହ୍ମପୁର ସବୁ ଖୁସି ଆମ ବ୍ରହ୍ମପୁର ବାସୀ Ryyyt na କହିଦେଲେ ସବୁ ଦିଏ ହସି 760001 ଏଇଟା ମୋର ବ୍ରହ୍ମପୁର କଣ? ବ୍ରହ୍ମପୁର ଦେଖ ଆସିଗଲା ମୋର ବଡ ବଜାର ମିଳେ ଜିନିଷ ହଜାର ବେଶୀ କରିବୁନି ବିଚାର ଦାନ୍ତିକିଲି ପାମ୍ପଡ ସହିତ ଖାଇବୁ ଆଚାର ଜାତି ମୋର ଡେରା , ଲାଗିବ ତୋ ମା ଭଉଣୀ କେରେକେରା ଥରେ ପିନ୍ଧିବ ଯଦି ଆମ ହାତ ପାଟ ଶାଢ଼ୀ କଣ କଣ ? ଠିକ କହିଲି ତ ଲାଡି ହଜି ଯିବୁ ଏଇଠି ଯେତେ ଅଛି ରାସ୍ତା Ganesh Market ଜିନିଷ ଶସ୍ତା ସବୁ ଆମ ଆଗରେ chai କମ ପାଣି ଆସିବ ଜଗିଥା ମା ବୁଢ଼ୀ ଠାକୁରାଣୀ ଦି ବର୍ଷ ରେ ମା ଗଟେ ଥରେ ଆସେ ଆସିଗଲେ ଖୁସି ଆମ ଘର ଘର ବାସେ 5 ଟଙ୍କା ରେ ମିଳେ ବାଟି soda କାଚ ଆସେ ଥରେ ଦେଖିବୁ ଆମ ଦଣ୍ଡ ନାଚ ବଡ ଧୁମ ଧାମ ରେ ଚାଲେ ଏଠି ଯାତ୍ରା ରାତି ସାରା ବୁଲିବୁ ହେଇକି ଆମେ ବାତ୍ରା ହେଃ ବନ୍ଦ କରେ ତୋର diet ର drama ଚାଲେ ବାଜୁ ଚଣା ଟିକେ ଆଉ ପୁରୀ ଉପୁମା 760001 ଏଇଟା ମୋର ବ୍ରହ୍ମପୁର କଣ? ବ୍ରହ୍ମପୁର ଘରେ ମତେ ମନ କଲେ ଖଲିକୋଟ college କିନ୍ତୁ , ସେଠି ପଢିକି ଆସିଗଲା ରେ knowledge ସପ୍ତାହ ର କରିଦିଏ tension ଦୂର ବୁଲି ଆସିଲେ ଥରେ ଗୋପାଳପୁର ସନ୍ଧ୍ୟା ର target ଅନ୍ନପୂର୍ଣ୍ଣା market ଚାଲେ ଟିକେ round ମାରି ଆସେ first gate ତାପରେ ବଜେଇବା chicken ପକୋଡା ଦି ପିଲାଟେ ଆଉ ଘର ଯଦି କିଏ କହିଦିଏ ଆମ୍ଭପୁଆ ଲାଗେନା ରେ ପୁଅ ଭାରି Danger ଛୁଆ 760001 ଏଇଟା ମୋର ବ୍ରହ୍ମପୁର କଣ? ବ୍ରହ୍ମପୁର 760001 ଏଇଟା ମୋର ବ୍ରହ୍ମପୁର କଣ? ବ୍ରହ୍ମପୁର ଯାତ୍ରା ସରିଲା ବେ ଗହଳି କାଡ ଚାଲ
Sanatçı: Bamalone
Türü: Belirtilmemiş
Ajans/Yapımcı: Belirtilmemiş
Şarkı Süresi:
Toplam: kayıtlı şarkı sözü
Bamalone hakkında bilgi girilmemiş.

Fotoğrafı